କାଇଁଚପୁର ପଞ୍ଚାୟତରେ ଭତ୍ତା ବାଣ୍ଟିଲେ ସରପଞ୍ଚ

ଗଞ୍ଜାମ,(ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଞ୍ଚପୁର ପଞ୍ଚାୟତରେ ୩୬ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ସରପଞ୍ଚ ଆର.ଚନ୍ଦନା ରେଡ୍ଡୀ। ଏହି ଉପଲକ୍ଷେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦାଇତ୍ୱ ନେବା ପରେ ସରପଞ୍ଚ ରେଡ୍ଡୀ ବିଭିନ୍ନ ଭତ୍ତାରୁ ବଞ୍ଚିତ ହିତାଧିକାରୀଙ୍କୁ ଚୟନ କରି ଭତ୍ତା ପାଇବା ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ଏନ. ଜୟ କୃଷ୍ଣ  ରେଡି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର. ଭାଗିରଥି ରେଡ୍ଡୀ, ମଁl ରାମଚଣ୍ଡି ପାଣିପାଞ୍ଚାୟତ ସଭାପତି କେ. ଭୁବନି ରେଡ୍ଡୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌରାଙ୍ଗ ଲେଙ୍କା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ