କାକଟପୁର ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ଲମ୍ବା ତାଲିକା

୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପାର୍ଥୀ ମୈଦାନରେ ଲଢେଇ କରିବା ପାଇଁ ପାର୍ଥୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳିଛି । ରାଜନୈତିକ ଦଳମାନେ ଦଳୀୟ ଟିକଟ ହାସଲ କରିବା ପାଇଁ ଆଶାୟୀ ପାର୍ଥୀଙ୍କ ଭିଡ ଜମିଛି ।ଆଉ କିଛି ଆଶାୟୀ ପାର୍ଥୀ ବର୍ତ୍ତମାନ ଠାରୁ ଜନସଂମ୍ପର୍କ ପଦଯାତ୍ରା ଆରମ୍ଭ କରିଦେଲେଣି । ଟିକେଟ ପାଇଁ ଶାସକ ଦଳ ,ବିଜେପି ଓ କଂଗ୍ରେସ ମଧ୍ୟରେ ନିର୍ବାଚନ ମଇଦାନରେ ଛିଡା ହେବା ପାଇଁ ଲମ୍ଭା ତାଲିକା ବଢିବାରେ ଲାଗିଛି । ୪ ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସମୟରେ କିଏ ଦଳୀୟ ସେ ନେଇ ଉକ୍ରଣ୍ଠା ଲାଗିରହିଥିବା ବେଳେ ସାଧାରଣଜନତା ସ୍ଥାନୀୟ ୍ରଅଞ୍ଚଳର ପରିବତ୍ତନ ଆଶା ରଖିଥିବା ବେଳେ ଉଚିତ ପାର୍ଥୀଙ୍କୁ ମନୋନୀତ କରିବେ ବୋଲି କହିଛନ୍ତି ।
କାକଟପୁର ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ଲମ୍ବା ତାଲିକା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ