କାକଟପୁର ରେ ନିର୍ବାଚନୀ ହିଂସା

(ଯୁଗାବ୍ଦ ନ୍ୟୁଜ)ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକକୁ ମରାଣାତତ୍କ ଆକ୍ରମଣ ହୋଇଛି.ଗତକାଲି ରାତିରେ ନିଜର କର୍ମୀ ସମ୍ମିଳନୀ ସାରି ଫେରିବା ସମୟରେ କାକଟପୁର ଶ୍ରିରାମ ପୁର ଗ୍ରାମରେ ରବି ମଲ୍ଲିକୁ ବିରୋଧ ହୋଇଛି.ବିଜେପିର କର୍ମୀ ପ୍ରତିବାଦ କରିବାରୁ ରବି ମଲ୍ଲିକ ଓ ତାକ କର୍ମିକୁ କିଛି ବିରୋଧୀ କଂଗ୍ରେସ କର୍ମୀ ମାରଣାତ୍କ ଆକ୍ରମଣ କରିଥିଲେ.ଖବର ପାଇଁ କାକଟପୁର ପୁଲିସ .ଫ୍ଲାଇଁ ସ୍କ୍ବାଡ ଓ ଏସ.ଏସ.ଟିର ସ୍କ୍ବାଡ ପହଁଚି ବିଜେପି ବିଧାୟକ ରବିମଲ୍ଲିକ ଓ ତାଙ୍କ ସମର୍ଥକଙ୍କୁ ଉଦ୍ଧାର କରିଥିଲେ.ଏହି ଘଟଣାରେ ରବିମଲ୍ଲିକ ସମେତ ୩ଜଣ ଆହତ ହୋଇଛନ୍ତି.ଏସଂକ୍ରାନ୍ତରେ କାକଟପୁର ଥାନାରେ ଅଭିଯୋଗ ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ