କାନ୍ଥ ଭୁଷୁଡି ୧୫ ମୃତ

ପୁଣେ : ମହାରଷ୍ଟ୍ରାର ପୁଣେ ରେ ଶନିବାର ସକାଳେ ଏକ ବଡ ଦୂର୍ଭାଗ୍ୟଜନକ ଘଟଣା ଘଟିଛି । କୋଣ୍ଡବା ନାମକ ସ୍ଥାନରେ ଏକ କାନ୍ଥ ଭୁଷୁଡି କାନ୍ଥ ତଳେ ଚାପି ହୋଇ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ କାନ୍ଥ ତଳେ ଚାପି ହୋଇରହିଛନ୍ତି । ପ୍ରଶାସନ ତରଫରୁ ରେସ୍କ୍ୟୁ ଅପରେସନ ଜାରୀ ରହିଛି । ଉଦ୍ଧାରକାର୍ଯ୍ୟ ତ୍ୱରାନିତ କରାଯାଇଛି । ପ୍ରବଳ ବର୍ଷା ହେବାରୁ କାନ୍ଥଟି ଭୁଷୁଡି ପଡିଥିବା କଥା କୁହାଯାଉଛି । ଏଭଳି ଦୁଖଦ ଘଟଣାରେ ବିହାର ଓ ପଶ୍ଚିମବଙ୍ଗର ଶ୍ରମିକ ମୃତ ହୋଇଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ