କାନ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସା ସାଉଣ୍ଟିଲେ ଦୁଇ ଭାରତୀୟ

ସରିଯଇଛି କାନ ଫିଲ୍ମ ଫେଷ୍ଟିଭାଲ କିନ୍ତୁ କିଛି ଅଭୁଲା ସ୍ମୃତି କାନର ପ୍ରତିଛବିରେ ଆଙ୍କିହୋଇଯାଇଛି । କାନ ରେ ନିଜର ଜଲବା ଦେଖାଇଥିଲେ ପୁର୍ବତନ ବିଶ୍ୱସୁନ୍ଦରୀ ପ୍ରୀୟଙ୍କା ଚୋପ୍ରା, ଦୀପିକା ପାଦକୁନ, କଙ୍ଗନା ରଣାଞ୍ବତ ଏବଂ ସୋନମ କପୁର । ଏମାନଙ୍କ ସହ ଯୋଡି ହୋଇଯାଇଛନ୍ତି ଦୁଇ ଭାରତୀୟ ଭୁବନ ବାଗ ଏବଂ ଆଶିଷ ଚଞ୍ଚଲାନୀ । ବି ଟାଉନରେ ନିଜର କ୍ୟାରୟର ପାଇଁ ସଂଘର୍ଷ କରୁଥିବା ଏହି ଦୁଇ ଅଭିନେତା ରାତାରାତି ସୁପରଷ୍ଟାର ହୋଇଯାଇଛନ୍ତି । କାନ ଫିଲ୍ମ ଫେଷ୍ଟିଭାଲ ଭଳି ମର୍ଯ୍ୟଦାଜନକ ଫେଷ୍ଟିଭାଲରେ ନିଜକୁ ସାମିଲ କରିଥିବାରୁ ଅନେକ ପ୍ରଶଂସା ସାଉଣ୍ଟୁଛନ୍ତି ଏହି ଦୁଇ କଳାକାର ।ସୁଚନାଥାଉକି , ଗ୍ଲୋବାଲ ଏଣ୍ଟରଟେନମେଣ୍ଟ ଅଫ ଦି ଇୟର ୨୦୧୯ର ସେ ବିଜେତା ହୋଇଥିଲେ । ଏହା ସହିତ ଆଶିଷ ବେଷ୍ଟ କମିଡିଆନ ଆଞ୍ବାର୍ଡ ପାଇଁ ମନୋନୀତ ହୋଇଥିିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ