କାରଖାନାରେ ବିସ୍ପୋରଣ, ୧୮ ଭାରତୀୟଙ୍କ ସମେତ ୨୩ ମୃତ

(ଯୁଗାବ୍ଦ ନ୍ୟୁଜ୍‌ : ଆଫ୍ରିକିୟ ଦେଶ ସୁଦାନ ରାଜଧାନୀ ଖାର୍ଟୁମ ଠାରେ ଥିବା ଏକ କଳକାରଖାନରେ ଭୟାନକ ବିସ୍ପୋରଣ ହୋଇଛି । ଏହି ଭୟାନକ ବିସ୍ପୋରଣରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୮ ଜଣ ଭାରତୀୟ ନାଗରିକ ରହିଛନ୍ତି ।ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିବା ସହ ମୃତ ବ୍ୟକ୍ତି ମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଏସ୍ ଜୟଶଙ୍କର ,ସୁଦାନରେ ଥିବା ଭାରତୀୟ ଦୂତାବାସରେ ହେଲପଲାଇନ ନମ୍ବର ଖୋଲାଯାଇଛି ବୋଲି ଟ୍ୱିଟ୍ ଜରିଆରେ କହିଛନ୍ତି । ଏହା ସହ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୦ ଉର୍ଦ୍ଧ୍ୱ ଆହାତ ହୋଇଥିବା ଜଣାପଡିଛି । ଆହାତ ମାନଙ୍କ ମଧ୍ୟରେ ଅନେକଙ୍କର ଅବସ୍ତା ସଂକଟାପନ୍ନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ