କାର୍ଗିଲ୍ ରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା

ଲଦାଖ- ଜମ୍ମୁ- କଶ୍ମୀରରୁ ୩୭୦ ଉଚ୍ଛେଦ ହେବାପରେ ସୁରକ୍ଷାକୁ ଦୃଷ୍ଟିରୁ ଆଖିଆଗରେ ରଖି ଅନେକ ସ୍ଥାନରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖିଥଲେ କେନ୍ଦ୍ର ସରକାର ଏଥିସହିତ ପ୍ରାୟ୧୪୫ ଦିନ ବିତି ଯାଇଥିଲେ ମଧ୍ୟ କାର୍ଗିଲ୍ ଜିଲାରେ ମୋବାଇଲ ଇଣ୍ଟରନେଟ୍ ସେବା ମିଳି ନ ଥିଲା। ଦିର୍ଘ ଦିନପରେ ଶୁକ୍ରବାର କାର୍ଗିଲ୍ରେ ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ