କାର୍ଗିଲ ବିଜୟ

ବିଜୟ ବିଜୟ
କାର୍ଗିଲ ବିଜୟ
ବୀରଜବାନଙ୍କ ଜୟ,
ଦେଶର ବିଜୟ
ତ୍ରିରଙ୍ଗା ବିଜୟ
ଶତ୍ରୁ ଦେଶ ପରାଜୟ ।

ଶହୀଦ ହୋଇଛି
ମୋ ଦେଶ ସୈନିକ
ଉଡାଇ ଉଚ୍ଚେ ତ୍ରିରଙ୍ଗା,
ସାହସ ଶକତି
ଧୈର୍ଯ୍ଯ ପରାକ୍ରମ
ବୁହାଇଛି କରି ଗଙ୍ଗା ।

ପବିତ୍ର ହୋଇଲା
କାର୍ଗିଲ ଶିଖର
ଶତ୍ରୁ ଛାଇ ଶୂନ୍ଯ ହୋଇ,
ଯୁଗ ଯୁଗ ପାଇଁ
ଇତିହାସେ ଲେଖା
କାର୍ଗିଲ ବିଜୟ ହୋଇ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ