କାର୍ତ୍ତୀକମାସ ଉପଲକ୍ଷେ ଜଗନ୍ନାଥ ମନ୍ଦିରରେ କାର୍ଯ୍ୟକ୍ରମ

(ଯୁଗାବ୍ଦ ନ୍ୟୁଜ)ପବିତ୍ର କାତ୍ତିୀକମାସ ଉପଲକ୍ଷେ ସ୍ଥାନୀୟ ବିଜିପୁର ଜଗନ୍ନାଥ ମନ୍ଦିରରେ ଆଧ୍ୟତ୍ମିକ କାର୍ଯାକ୍ରମ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ୧୦୮ ଆରତୀ ଓ ତୁଳସୀ ଅର୍ପଣ ,ଭାଗବତ ଗୀତା ପାଠ ପରେ ସୁଶ୍ରୀ ଚିଞ୍ଚି ଲକ୍ଷ୍‌ମୀ ଦେବୀ ମୀନସରେ ଶିବ ପାର୍ବତି ସମ୍ବାଦ ଉପରେ ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର, ଭଜରାମ ପ୍ରଧାନ ,ମାଧବ ଜେନା ,ପ୍ରଶାନ୍ତି ପଣ୍ଡା ,ଗୀତାରାଣି ପାଢୀ ଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ । ଏହି ଧାରାବାହିକ ପ୍ରବଚନ ପୂର୍ଣ୍ଣିମା ଦିନ ସମାପନ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ