କାର୍-ବାଇକ୍ ମୁହାଁମୁହିଁ ଧକ୍କା୧ ମୃତ ୧ ଗୁରୁତର
କେନ୍ଦ୍ରପଡା,(ଯୁଗାବ୍ଦ ନ୍ୟୁଜ୍): କଟକର ଚାନ୍ଦବାଲି ରାସ୍ତାର ଦୁହୁରିଆ ନିକଟରେ କାର- ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରିଥିଲେ । ସେଠାରେ ବାଇକ ଚାଳକ ସମେତ ସାଥି ଗୁରୁତର ଆହାତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛି । ଆହାତ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଛି । ଉଭୟଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି ।


