କାର୍ ଦୁର୍ଘଟଣାରେ ତିନି ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ସିଆଳି ଗ୍ରାମ ନିକଟରେ ଏକ କାର ଯାହାର ନଂ ଓ ଡି ୧୮ଏମ ୫୫୬୫ ରାୟଗଡା ରୁ ବାହାରି ପାରଳାଖେମୁଣ୍ଡି ଯାଉଥିବା ବେଳେ ଭରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ରେ ଥିବା ଏକ ଗଛକୁ ପିଟି ଦୁର୍ଘଟଣା ଗସ୍ତ ହୋଇଛି. ଏହି ଦୁର୍ଘଟଣା ରେ ସମେତ ପତି ଙ୍କ ସ୍ତ୍ରୀ ସୁନିତା ପତି ଓ ପୁଅ ସୁମିତ ଆହତ ହୋଇ କାଶୀନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ନିଜ ଗ୍ରାମ ରାୟଗଡା ଯାଇଥିବା ସୂଚନା ହସ୍ତଗତ ହୋଇଛି. ଶିଆଳି ନିକଟରେ ଏକ ବୁଲାନିୟା ରାସ୍ତା ରେ ଗଛ କୁ ଧକ୍କା ଦେଇଥିଲା କାର୍ l ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ