କାର ଦୁର୍ଘଟଣା,୨ ଗୁରୁତର

(ଯୁୁଗାବ୍ଦ ନ୍ୟୁଜ) – କାର ଦୁର୍ଘଟଣା ୨ ଜଣ ଗୁରୁତର ଆଉ ଜଣେ ଆହତ,ଘଟଣା ଘଟିଛି ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ।ସୂଚନାମୁତା ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ରେ କଣ୍ଟିଲୋ ରୁ ଭଞ୍ଜନଗର ଫେରୁଥିବା ବେଳେ ବାରୂଡା ଗ୍ରାମ ନିକଟ ରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇ ରାସ୍ତା କଡରେ ଥିବା ଆମ୍ବ ଗଛ ରେ ଯାଇ ପିଟି ହୋଇଯାଇ ଥିଲା।କାର ଭିତରେ ଥିବା ବିଶ୍ୱନାଥ ପ୍ରଧାନ (୩୦) ମରାଠୀ ପ୍ରଧାନ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ନବୀନ ପ୍ରଧାନ ଆହତ ହୋଇଛନ୍ତି ବୋଲି ସୂଚନା ମିଲିଛି ! ସେମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ରେ ଭର୍ତି କରଯାଇଥିଲା ପରେ ଗୁରୁତର ୨ ଜଣଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଅଛି ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ