କାର ବାଇକ ଧକ୍କା

ଗତକାଲି ବିଲମ୍ବିତ ରାତିରେ ଭଞ୍ଜନଗର ସହରସ୍ଥିତ ଭେଜିପୁଟ ସୂର୍ଯ୍ୟ ମନ୍ଦିର ସାମନାରେ or 07 s 9383 ନମ୍ବର ଏକ କାର od 32 d 0454 ନମ୍ବର ଏକ ବାଇକ କୁ ଧକ୍କା ଦେଇଛି, ଯାହା ଫଳରେ ଏକ ବଡ଼ଧରଣ ର ଦୁର୍ଘଟଣା ଘଟିଛି, ଏହି ଦୁର୍ଘଟଣାରେ ବାଇକ ଚାଳକ ଲଂଡେଇସାହି ର ସୁଶାନ୍ତ କୁମାର ପାଣିଗ୍ରାହୀ ଗୁରୁତର ଆଘାତ ହୋଇଛନ୍ତି, ତୁରନ୍ତ ତାଙ୍କୁ ଭଞ୍ଜନଗର ଚିକିତ୍ସାଳୟ କୁ ନିଆଯାଇଛି, ଡାକ୍ତର ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ