କାଳବୈଶାଖୀ ତାଣ୍ଡବ : ୨୦ବଖରା ଘରର ଚାଳ ଛପର ଉଡିଗଲା 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି  ଜିଲ୍ଲା ମୋହନା ବ୍ଲକ୍ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଯୋଗୁଁ ଗୁରୁଝୁଳୀ ପଞ୍ଚାୟତ ଗୁରୁଝୁଳୀ ଗ୍ରାମର ୨୦ ବଖରା ଘରର ଚାଳଛପର ଉଡିଯାଇଛି । ତାଣ୍ଡବ ଏଭଳି ପ୍ରଭାବ ଥିଲା ଯେ ଅନେକ ଵଡ଼ ବଢ଼ ଗଛ ମଧ୍ୟ ଟଳିପଡିଥିବା ବେଳେ ଗଛ ପଡି ଘର ଭାଙ୍ଗିବା ସହ ବିଦ୍ୟୁତ୍ ସରାବହ ମଧ୍ୟ ବ୍ୟାଘାତ ହୋଇଛି । ଫଳରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ  ଗାଁ ଏବେ ଅନ୍ଧକାର ହେବା ସହ କ୍ଷୟକ୍ଷତି ଘଟିଥିବା ପରିବାର ମାନେ ବେସାହାରା ହୋଇ ସରକାରୀ ସହାୟତା ପାଇଁ ଅପେକ୍ଷା କରି ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ