କାଶୀନଗର ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ହେଲେ ଡେପୁଟି କଲେକ୍ଟର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଓଆର ଆରଏସ୍ ଅଧିକାରୀ ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କୁ ଓଏଏସ ପଦୋନ୍ନତି ପରେ ସେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ ହୋଇଛନ୍ତି. ଶ୍ରୀ ପାଣିଗ୍ରା ପାଣିଗ୍ରାହୀ କାଶୀନଗର ତହସିଲରେ ଅତିରିକ୍ତ ତହସିଲଦାର ବେ କାର୍ଯ୍ୟ କରୁଥିଲେ। ତା’ ପୂର୍ବରୁ ସେ ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଓ ପଦ୍ମପୁର ତହସିଲରେ ଅତିରିକ୍ତ ତହସିଲଦାର ଓ ଭାରପ୍ରାପ୍ତ ତହସିଲଦାର ଭାବେ ମଧ୍ୟ ଦାୟିତ ନିର୍ବାହ କରିଥିଲେ ।