କାଶୀନଗର ପୋଲିସ ଦ୍ୱାରା ଜୁଆ ଆଡ୍ଡା ଚଢ଼ାଉ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ଥାନା ପୋଲିସ କୁମାର ପୁର୍ଣିମା ଅଦ୍ୟହତ ପୂର୍ବରୁ ଏଠାରୁ ୧୦ କିମି ଦୂର କେ.ସୀତାପୁର ଗ୍ରାମରେ ଅଚାନକ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଜୁଆଡିଙ୍କ ଠାରୁ ୧୯,୧୬୦ ଟଙ୍କା ଜବତ କରି ୫ ଜଣ ଜୁଆଡିଙ୍କୁ ଥାନାରେ ଅଟକ ରଖିଛନ୍ତି | ଥାନା କେସ ନମ୍ବର ୯୯/୨୦ ରେ କେସ ଡ଼ାଇରୀ କରାଯାଉଥିବା ଆଇ.ଆଇ.ସି ଆନନ୍ଦ ଚନ୍ଦ୍ର ପତ୍ର ଜଣାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ