କାଶ୍ମୀରରେ ଗୃହମନ୍ତ୍ରୀ

ଆଜି ପ୍ରଥମ ଥର ପାଇଁ ଜାମ୍ମୁକାଶ୍ମୀର ଗ୍ରସ୍ତ କରିଛନ୍ତି ଅମିତ ଶାହା । ତାଙ୍କ ଗ୍ରସ୍ତ କୁ ଆଖି ଆଗରେ ରଖି ସମ୍ପୂର୍ଣ୍ଣ କାଶ୍ମୀର କୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଏହା ହେବା ଦ୍ୱାରା ବିଚ୍ଚିନ୍ନତା ବାଦୀ ମାନେ ବନ୍ଦ ଡାକରା ଦେଇ ନାହାନ୍ତି । ଏହି ସମୟ ଭିତରେ ସେ ସୁରକ୍ଷା କର୍ମି ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଜୁଲାଇ ୧ ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା କୁ କିଭଳି ଭାବେ ବିନା ହିସାଂ ରେ ହୋଇପାରିବ ସେ ଉପର୍ ସରକାର ଚିନ୍ତା କରୁଛନ୍ତି । ଅନ୍ୟପଟେ ଗୃହ ମନ୍ତ୍ରାଳୟ ର ସଚିବ ଏପି ମାହେଶ୍ୱରୀ ସୂଚନା ଦେଇଛନ୍ତି ଯେ ଅମର ନାଥ ଯାତ୍ରା କରୁଥିବା ଯାତ୍ରୀ ଙ୍କ ଉପରେ କିଭଳି ଭାବେ ଆତଙ୍କ ବାଦୀ ଆକ୍ରମଣ ନ ହେବ ସେଥିପାଇଁ ମନ୍ତ୍ରାଳୟ ନୂଆ ରେଡ ମ୍ୟାପ ପ୍ରସ୍ତୁତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ