କାଶ୍ମୀରରେ ସ୍ଥିତି ପରଖୁଛନ୍ତି ଡୋଭାଲ
କାଶ୍ମୀରରୁ ଧାରା ୩୭୦ ଉଚ୍ଚେଦ ପରେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ସୁରକ୍ଷା ର ସମୀକ୍ଷା କରିଛନ୍ତି । ଅଗଷ୍ଟ ୧୫ ଯାଏଁ ଡୋଭାଲ କାଶ୍ମୀରରେ ରହି ସ୍ଥିତି ଉପରେ ନଜର ରଖିବେ । ଆଜି ଡୋଭାଲ ଶ୍ରୀନଗରର ବିଭିନ୍ନ ଅଞ୍ଚଳ ବୁଲିବା ସହ ପୁଲୱାମା ଓ ଅବନ୍ତିପୁରା ଗ୍ରସ୍ତ କରିଛନ୍ତି । ଗ୍ରାଉଣ୍ଡ ୦ ରେ ସାଧାରଣ ଲୋକ ଙ୍କ ସହ ମତ ବିନିମୟ କରିବା ସହ ସୁରକ୍ଷା ସମ୍ପର୍କରେ ପଚାରି ବୁଝିଥିଲେ । ଆଜି ଇଦ ଥିବାରୁ ଜାମ୍ମୁକାଶ୍ମର ପରିବେଶ ଶାନ୍ତି ପୂର୍ଣ୍ଣ ରହିଛି ।