କାଶ୍ମୀର ପ୍ରସଙ୍ଗ ଉପରେ ବୟାନ ରଖିଲା ବୈଦେଶିକ ମନ୍ତ୍ରାଳୟ
(ଯୁଗାବ୍ଦ ନ୍ୟୁଜ) କାଶ୍ମୀର ପ୍ରସଙ୍ଗ ରେ ମଧ୍ୟସ୍ଥତା କୁ ନେଇ ମୁହଁ ଖୋଲିଛି ବୈଦେଶିକ ମନ୍ତ୍ରାଳୟ । ଆମେରିକା ର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ଦେଇଥିବା ବୟାନ କୁ ଖଣ୍ଡନ କରିଛି ଭାରତ । ଟ୍ରମ୍ପ କହିଥିଲେ କାଶ୍ମୀର ପ୍ରସଙ୍ଗ ରେ ନରେନ୍ଦ୍ର ମୋଦି ଆମକୁ ସାହାର୍ଯ୍ୟ ମାଗିଥିଲେ । ବୈଦେଶିକ ମନ୍ତ୍ରାଳୟ ଟିପ୍ପଣୀ ଦେଇ କହିଛି ଯେ କାଶ୍ମୀର ପ୍ରସଙ୍ଗ ରେ ଟ୍ରମ୍ପ କୁ ସେଭଳି କିଛି ଅନୁରୋଧ କରାଯାଇନଥିଲା ।