କାହାକୁ କେଉଁ ଦାଇତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ଆସନ୍ତୁ ଜାଣିବା …

ଓଡିଶାର ମାନ୍ୟବର  ମୁଖ୍ୟମନ୍ତ୍ରୀ ବିଭିନ୍ନ ସରାକାରୀ ନିଗମ ଓ ସଂସ୍ଥାର ଅଧକ୍ଷକଙ୍କ ନାମ  ଆଜି ଘୋଷଣା କରିଛନ୍ତି ଆସନ୍ତୁ ଜାଣିବା କାହାକୁ କେଉଁ ଦାଇତ୍ୱ ଦେଇଛନ୍ତି ନବୀନ  ା ଆସନ୍ତୁ ଜାଣିବା …

ଉକ୍ରଳ କେଶରୀ ପରିଡ଼ା- ଚିଲିକା ଉନ୍ନୟନ ପ୍ରାଧୀକରଣ ପରାମର୍ଶଦାତା

କୃତିବାସ ପାତ୍ର- କୃଷି ଓ କୃଷକ ସଶକ୍ତରୀକରଣ ବିଭାଗ ପରାମର୍ଶଦାତା

ଦେବାଶିଷ ଘୋଷ- ଓଏଫଡ଼ିସି ପରାମର୍ଶଦାତା

ସୁଲତା ଦେଓ- ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପରାମର୍ଶଦାତା

ଜନ୍ମେଜୟ ଲେଙ୍କା- ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ପରାମର୍ଶଦାତା

ରାମଚନ୍ଦ୍ର ପଣ୍ଡା- ଓଡ଼ିଶା କୃଷି ବପଣନ ବୋର୍ଡ଼ ପରାମର୍ଶଦାତା

ଅନୁପ ସାଇ-ପଣ୍ୟାଗାର ନିଗମ ଅଧ୍ୟକ୍ଷ

ଅସିତ ପଟ୍ଟନାୟକ- ରାଜ୍ୟ ମତ୍ସ୍ୟଚାଷ ଉନ୍ନୟନ ନିଗମ

ଦେବାଶିଷ ମହାନ୍ତି- ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ

କିଶୋର ପାଣିଗ୍ରାହୀ- ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ

ଅମରେନ୍ଦ୍ର ଦାସ- କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ

ଲୁଲୁ ଅମାତ- ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ

ଲେନିନ ମହାନ୍ତି- ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସମ୍ପାଦକ

ସୁଜିତ କୁମାର- ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପରାମର୍ଶଦାତା

ଅନୁଭବ ପଟ୍ଟନାୟକ-ଇଟି ଓ ଆଇଟି ବିଭାଗ ପରାମର୍ଶଦାତା

ଆକାଶ ଦାସ ନାୟକ- ମୋ କଲେଜ ଅଧ୍ୟକ୍ଷ

ସୁସ୍ମିତା ବାଗତି- ମୋ ସ୍କୁଲ ଅଧ୍ୟକ୍ଷ

ବିନୟ ଟପ୍ପୋ- ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

ଚିନ୍ମୟ ସାହୁ- କ୍ଷୁଦ୍ରଗଳ୍ପ ନିଗମ ଅଧ୍ୟକ୍ଷ

ଶ୍ରୀମୟୀ ମିଶ୍ର- ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ

ଅମରେଷ ପତ୍ରୀ- ଉଠା ଜଳସେଚନ ନିଗମ ଅଧ୍ୟକ୍ଷ

ମାନସ ମାଡ଼କାମୀ- ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

ଦିଲୀପ ତିର୍କୀ- ଓଡ଼ିଶା ହକି ପ୍ରସାର ପରିଷଦ ଅଧ୍ୟକ୍ଷ

ସତ୍ୟବ୍ରତ ତ୍ରିପାଠୀ- ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ

ପ୍ରିୟଦର୍ଶୀ ମିଶ୍ର- ରାଜ୍ୟ ହାଉସିଂ ବୋର୍ଡ଼ ଅଧ୍ୟକ୍ଷ

ସୁଧୀର ଦାସ- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା

ସଞ୍ଜୀବ ପାଇକରାୟ- ଓଡ଼ିଶା ଖଦି ବୋର୍ଡ଼ ଅଧ୍ୟକ୍ଷ

ସୁବାସ ସିଂ – କୋଠା ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ

 

ମିନତି ବେହେରା- ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା

କସ୍ତୁରୀ ମହାପାତ୍ର- ସମାଜ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା

ସୁଲୋଚନା ଦାସ- ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା

ଲୋପାମୁଦ୍ରା ବକ୍ସିପାତ୍ର- ମିସନ ଶକ୍ତି ପରାମର୍ଶଦାତା

ପୁଷ୍ପେନ୍ଦ୍ର ସିଂହଦେଓ- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ