କିଛି ସମୟପରେ ଅକ୍ଷୟ ପୁନର୍ବିଚାର ମାମଲାର ରାୟ

ନୂଆଦିଲ୍ଲୀ- ସୁପ୍ରିମକୋର୍ଟରେ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନ ଉପରେ ଶୁଣାଣି ଶେଷ ହୋଇଥିବା ବେଳେ ଦିନ ଗୋଟାଏରେ ଏହାର ରାୟ ଆସିବ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ