କିଶୋରଚନ୍ଦ୍ରପୁର ବିଦ୍ୟାଳୟରେ ଉକ୍ରଳ ଦିବସ ପାଳିତ

ଚିକିଟି ( ଯୁଗାବ୍ଦ ନ୍ୟୁଜ) : ଗୋବିନ୍ଦ ନଗର ପଞ୍ଚାୟତ ଅନ୍ତର୍ଗତ କିଶୋର ଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉକ୍ରଳ ଦିବସ ପାଳନ ହୋଇଯାଇଛି ।ଉକ୍ରଳ ଦିବସରେ ବିଦ୍ୟାର୍ଥୀ ମାନେ ଗାଁ ପରିକ୍ରମା କରିଥିଲେ । ଓଡିଆ ଭାଷାର ମହତ୍ୱ ବିସୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହା ପରେ ସମସ୍ତ ଶିକ୍ଷକ ଓ ଉକ୍ରଳ ପ୍ରଦେଶ ଗଠନ ଓ ମହାପୁରୁଷ ମାନଙ୍କର ଭୂମିକା କଣ ସେ ବିସୟରେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ