କୁଅରେ ପଡିଥିବା ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ସମଣା ପଞ୍ଚାୟତର ଦୁଡୁଗାଁ ଗ୍ରାମରେ ଥିବା ଏକ କୁଅରେ ଗୋଟିଏ ଷଣ୍ଢ ପଡିଯାଇଥିବା ବେଳେ ଆଜି ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଅକ୍ଳାନ୍ତ ପରିଶ୍ରମ କରି ଷଣ୍ଢଟିକୁ ଉଦ୍ଧାର କରିଥିବା ଜଣାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ