କୁକୁର କାମୁଡାରେ ବୃଦ୍ଧା ମୃତ

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ୍ ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବାଞିବାହାଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବୁଲା କୁକୁର କାମୁଡାରେ ଜଣେ ବୃଦ୍ଧାଙ୍କ ଜୀବନ ହାନି ଘଟିଛି ।ସୂଚନା ଅନୁଯାୟୀ ଗ୍ରାମର ଭୁମିସୁତା ମାଝି (୫୭) ଶୈାଚ ହେବାକୁ ଯାଇଥିବା ବେଳେ ଏକ ବୁଲା କୁକୁର ତାଙ୍କ ମୁହଁ ଓ ତାଙ୍କ ବେକକୁ କାମୁଡିବାରୁ ସେ ଗୁରୁତର ଆହାତ ହେବା ସହ ସେ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ