କୁକୁଡ଼ା ଛୁଆ ପାଳୁଛି ମାଙ୍କଡ଼

ମା’ର ମମତା ଦୁନିଆରେ ସବୁଠାରୁ ନିଆରା । ମା’ ଓ ସନ୍ତାନ ମଧ୍ୟରେ ଥିବା ସ୍ନେହ ନେଇ ଅନେକ ସମୟରେ ରୋଚକ ଖବରମାନ ଶୁଣିବାକୁ ମିଳିଥାଏ । ଇସ୍ରାଏଲ୍ର ତେଲଆଭିଭ୍ ସହରରେ ଥିବା ରନ୍ଗନ ଚିଡିଆଖାନାରେ ଏବେ ପର୍ଯ୍ୟଟକଙ୍କ ଗହଳି ବଢ଼ିଯାଇଛି । ଏହାର କାରଣ ହେଉଛି, ଚିଡିଆଖାନାରେ ଥିବା ଗୋଟିଏ ମାକାଉ ମାଙ୍କଡ ଓ ଏକ ଛୋଟ କୁକୁଡ଼ା ଛୁଆ ମଧ୍ୟରେ ଗଢ଼ି ଉଠିଥିବା ମା’-ଛୁଆ ସମ୍ପର୍କ । ମାଙ୍କଡ଼ଟି କୁକୁଡା ଛୁଆକୁ ଦିନସାରା କୋଳରେ ଧରି ବସିରହୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ