କୁତରଙ୍ଗ ପଂଚାୟତରେ ବନ୍ଦେ ଉତ୍କଳ ଜନନୀ ଗାନ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : କୁତରଙ୍ଗ ଗ୍ରାମପଂଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ଏହି ଉପଲକ୍ଷେ କୁତରଙ୍ଗ ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନେତୃତ୍ୱରେ ପଂଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ମହାପାତ୍ରଙ୍କ ସମେତ ଅନ୍ୟମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ ଯୁବନେତା ନରୋତ୍ତମ ମଲ୍ଲିକ, ଗୋଲକ ଜେନା, ନିରଞ୍ଜନ ବଳ, ମହାଦେବ ପଣ୍ଡା, ପୁରସ୍ତମ ମଲ୍ଲିକ, ଚିତ୍ତରଞ୍ଜନ ଦାସ, ପ୍ରଭାସୀନି ସାହୁ, ଅଶୋକ ଜେନା, ମନୋଜ କୁମାର ଜେନା, ଦେବ ପ୍ରସାଦ ମହାନ୍ତି, ମହାପ୍ରସାଦ ମହାନ୍ତି, ରଶ୍ମିରଞ୍ଜନ ଥାଟୋଇ, ଅଭିଜିତ ଥାଟୋଇ, ଦିଲ୍ଲୀପ କୁମାର ଦାସ, ଜ୍ଞାନଲୋଚନ ବେହେରା, ମନୋରଞ୍ଜନ ମଲ୍ଲିକ, ବିଦ୍ୟାଧର ମଲ୍ଲିକ, ଦୁଃଶାସନ ମଲ୍ଲିକ, ସର୍ବେଶ୍ୱର ଜେନା, ବଳରାମ ଜେନା, ରମେଶ ଚନ୍ଦ୍ର ପରିଡା, ବଳରାମ ଦାଶ, ଅଜୟ କୁମାର ସ୍ୱାଇଁ, ରଞ୍ଜନ କୁମାର ସ୍ୱାଇଁ, ନାରାୟଣ ସ୍ୱାଇଁ, ଜଟଧର ଦାସ, ପାର୍ବତୀ ପାତ୍ର, ସୁପ୍ରଭା ରାଉତ, ଯୁଧିଷ୍ଟିର ସାହୁ, ମଥୁରୀ ମଲ୍ଲିକ, ପ୍ରମୋଦ କୁମାର ମଲ୍ଲିକ, ରଞ୍ଜନ କୁମାର ସାହୁ, ଦେବବ୍ରତ ପରିଡା, ଶ୍ୟାମସୁନ୍ଦର ସାହୁ, ଅର୍ଚ୍ଚନା ସାହୁ, ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ମବନୋରଞ୍ଜନ ପାତ୍ର, ପଦ୍ମନାଭ ସାହୁ, ସୁରେଶ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ତରୁଣ କୁମାର ଜେନା, ପଙ୍କଜ ଜେନା, ପ୍ରିୟରଞ୍ଜନ ମହାନ୍ତିଙ୍କ ସମେତ ପଂଚାୟତ ମହିଳା ମହାସଙ୍ଘର କର୍ମକର୍ତ୍ତାମାନେ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।