କୁମ୍ଭ ସଂକ୍ର।ନ୍ତି ଉପଲକ୍ଷେ ଆଧ୍ୟ।ତ୍ମିକ କ।ର୍ଯ୍ୟକ୍ରମ
ଗୁରୁବ।ର ଦିନ ଦିବ୍ୟଜୀବନ ସଂଘ ଦ୍ୱ।ର। ବିଶ୍ୱର କଲ୍ୟ।ଣ ଜଗତର ମଙ୍ଗଳ କ।ମନ। ନିମନ୍ତେ ଆଜି କମ।ପଲ୍ଲୀ ଗୋଇଲୁଣ୍ଡି ରୋଡ଼ ସ୍ଥିତ ଶିବର।ମ ପ।ତ୍ରଙ୍କ ସହଯୋଗରେ ପ୍ର।ତଃ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତ୍ରୋତ୍ର, ବିଶ୍ୱ ପ୍ର।ର୍ଥନ।, ମହ।ମନ୍ତ୍ର, ଜପ।ଧ୍ୟ।ନ,୧୦୮ ଶ୍ରୀ ହନୁମ।ନ ଚ।ଲିଶ। ପ।ଠ ସହ ଶ।ନ୍ତି ମନ୍ତ୍ର ପ।ଠ କର।ଯ।ଇଥିଲ।। ଋଷିକେଶ ଶିବ।ନନ୍ଦ ଆଶ୍ରମ ମୁଖ୍ୟ।ଳୟ ଠ।ରୁ ୨୦୧୫ ମସିହ।୧୭ ତ।ରିଖ ମହ।ଶିବର।ତ୍ରିରେ ଆଶ୍ରମ ସଭ।ପତି ସ୍ୱ।ମୀ ବିମଳ।ନନ୍ଦ ସରସ୍ଵତୀ ମହ।ର।ଜଙ୍କ ଠ।ରୁ ସନ୍ୟ।ସୀ ଦୀକ୍ଷ। ଗ୍ରହଣ କରିଥିବ। ତଥ। ଦିବ୍ୟ ଜୀବନ ସଂଘ, ଚଣ୍ଡୀ ମନ୍ଦିର ପ।ର୍ଶ୍ୱରେ ଥିବ। ଲ।ଞ୍ଜିପଲ୍ଲୀ ଶ।ଖ।ର ପ୍ରତିଷ୍ଠ।ତ। ବରିଷ୍ଠ ସନ୍ୟ।ସୀ ସ୍ୱ।ମୀ ହରିଶରଣ।ନନ୍ଦ ସରସ୍ବତୀଙ୍କ ଅଧ୍ୟକ୍ଷତ।ରେ ଅନୁଷ୍ଠିତ ହୋଇଯ।ଇଅଛି।ସ୍ୱ।ମୀ ଶିବ।ନନ୍ଦ ବ।ଣୀ, ସ୍ୱ।ମୀ ଚିଦ।ନନ୍ଦ ବ।ଣୀକୁ ବିଶ୍ୱର ପ୍ରତିଟି ଘରେ ଘରେ ପହଞ୍ଚ।ଇବ। ଓ ସତ୍ୟ ଶ।ଶ୍ୱତ ସନ।ତନ ଧର୍ମକୁ ନିଷ୍ଠ।ର ସହ ବର୍ତ୍ତମ।ନର ଯୁବ ପିଢୀ ମ।ନଙ୍କ ଠ।ରେ ପହଞ୍ଚ।ଇବ। ଏକମ।ତ୍ର ଲକ୍ଷ୍ୟ ଅଟେ।
‘ମୋ ସମ ଦୀନ ନ ଦୀନ ହିତ ତୁମ୍ହ ସମ।ନ ରଘୁବୀର।
ଅସ ବିଚ।ରି ରଘୁବଂଶମନି ହରହୁ ବିଷମ ଭୱ ଭୀର।‘
‘କ।ମିହୀ ନ।ରୀ ପିଆରୁ ଜିମି, ଲୋଭହି ପ୍ରିୟ ଜିମି ଦ।ମ।
ତିମି ରଘୁନ।ଥ ନିରନ୍ତର ପ୍ରିୟ ଲ।ଗହୁ ମୋହି ର।ମ।‘
ଅର୍ଥ।ତ ହେ ରଘୁବୀର!ମୋ ସମ।ନ କେହି ଦୀନ ନ।ହିଁ କି ତୁମ ସମ।ନ କେହି ବନ୍ଧୁ ନ।ହିଁ।ଦୟ।କରି ହେ ରଘୁବଂଶମଣି ମୋ ଜନ୍ମ ମରଣର ଭୟ।ନକ ଦୁଃଖ ହରଣ କରନ୍ତୁ।କ।ମୁକ ପୁରୁଷକୁ ଯେପରି ସ୍ତ୍ରୀ ପ୍ରିୟ ଲ।ଗେ,ଲୋଭିକୁ ଯେପରି ଧନ ପ୍ରିୟ ଲ।ଗେ,ହେ ରଘୁନ।ଥ ହେ ଶ୍ରୀର।ମ ଆପଣ ସେହିପରି ମୋତେ ନିରନ୍ତର ପ୍ରିୟ ଲଗ।ନ୍ତୁ ବୋଲି ସ୍ୱ।ମୀଜୀ ମହ।ର।ଜ କହିଥିଲେ। ଏହି କ।ର୍ଯ୍ୟକ୍ରମ ରେ ପିତ।ମ୍ବର ପ।ତ୍ର, ଶିବର।ମ ପ।ତ୍ର, ଲିଙ୍ଗର।ଜ ପ।ତ୍ର,ସୋମନ।ଥ ପ।ତ୍ର, ତୁଳସୀ ପ।ତ୍ର,ଚନ୍ଦ୍ରମ। ପ।ତ୍ର, କେ.ମଣି,କ।ହ୍ନ,ଲୋକନ।ଥ ପ।ତ୍ର, ଡ଼ି. ଚିନ୍ମମ। ରେଡ଼ି, ବି.ଚନ୍ଦ୍ରଶେଖର ରେଡ୍ଡୀ, ଦୀନବନ୍ଧୁ ପଣ୍ଡ।, ଉମ। ଚରଣ ପଟ୍ଟନ।ୟକ,ଏ ସୁବୋଧ,ଶିବର।ମ ସ।ହୁଙ୍କ ସହ ଶତ।ଧିକ ଗୁରୁଭ।ଇ ଭଉଣୀ ଯୋଗ ଦେଇକ।ର୍ଯ୍ୟକ୍ରମ କୁ ସଫଳ କରିଥିଲେ।ଲିଙ୍ଗର।ଜ ପ।ତ୍ର ସମସ୍ତଙ୍କୁ ଧନ୍ୟବ।ଦ ଦେଇଥିଲେ।


