କୁଲାଡ଼ ପଞ୍ଚାୟତକୁ ୪୮ଘଣ୍ଟିଆ ସଟ ଡାଉନ ଘୋଷଣା କଲେ ସରପଞ୍ଚ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ଅନ୍ତର୍ଗତ କୁଲାଡ଼ ଗ୍ରାମ ପଞ୍ଚାୟତରେ ୨ଜଣ କୋରନା ପଜିଟିଭ ବହାରିବାରୁ ଆଜି ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କୁଲାଡ଼ ଗ୍ରାମ ପଞ୍ଚାୟତକୁ ଆସନ୍ତା ୬.୭.୨୦ ତାରିଖ ସକାଳ ୫ ଘଣ୍ଟା ରୁ ୮.୭.୨୦ ତାରିଖ ସକାଳ ୫ ଘଣ୍ଟା ପର୍ଯ୍ୟନ୍ତ ୪୮ଘଣ୍ଟିଆ ସଟ ଡାଉନ ଘୋଷଣା କରିଛନ୍ତି । ଏ ନେଇ ସେ ବିଡ଼ିଓ ଅନିଲ କୁମାର ସେଠୀ ଙ୍କୁ ଚିଠି ନମ୍ବର (୫୯- ୫.୭.୨୦) ରେ ଉଲ୍ଲେଖ କରି ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ଏହା ସହିତ ଆଜି ସନ୍ଧ୍ୟା ରେ ଏହି ସଟଡାଉନ ଖବର କୁ ଡାକ ବାଜି ଯନ୍ତ୍ର ସାହାଯ୍ୟ ରେ କୁଲାଡ଼ ପଞ୍ଚାୟତବାସୀ ଙ୍କୁ ମଧ୍ୟ ଜଣାଇଦିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ