କୁଳଭୂଷଣ ଯାଦବଙ୍କ ଉପରେ ରାଜ୍ୟସଭାରେ ମତ ରଖିଲେ ବୈଦେଶିକ ମନ୍ତ୍ରୀ

(ଯୁଗାବ୍ଦ ନ୍ୟୁଜ ) ,

କୁଳଭୂଷଣ ଯାଦବଙ୍କ ଉପରେ ରାଜ୍ୟସଭାରେ ମତ ରଖିଲେ ବୈଦେଶିକ ମନ୍ତ୍ରୀ
କୁଳଭୂଷଣ ଯାଦବଙ୍କ ଉପରେ ରାଜ୍ୟସଭାରେ ମତ ରଖିଲେ ବୈଦେଶିକ ମନ୍ତ୍ରୀ

କୁଳଭୂଷଣ ଯାଦବ ନିର୍ଦ୍ଦୋଶ । ତାଙ୍କୁ ଯଥାଶୀଘ୍ର ମୁକ୍ତି କରୁ ପାକିସ୍ତାନ, ଏହି ଭଳି ଭାବେ କଠୋର ଉକ୍ତି ରାଜ୍ୟସଭାରେ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ସେ କହିଛନ୍ତି , ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ସେ ଆହୁରି ମଧ୍ୟ କହିଛନ୍ତି , ଯାଦବଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ତାଙ୍କୁ କିଭଳି ଭାବେ ଯଥାଶୀଘ୍ର ଭାରତକୁ ଅଣାଯାଇପାରିବ ସେନେଇ ଚେଷ୍ଟା ଜାରି ରଖିୂବ ବୈଦେଶିକ ବିଭାଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ