କୃଷି ଓ କୃଷକଙ୍କ ପ୍ରସଙ୍ଗ କୁ ନେଇ ସରକାର ଙ୍କୁ ଘେରିଲେ ବିରେଧୀ

 କୃଷି ଓ କୃଷକଙ୍କ ପ୍ରସଙ୍ଗ କୁ ନେଇ ସରକାର ଙ୍କୁ ଘେରିଲେ ବିରେଧୀ
କୃଷି ଓ କୃଷକଙ୍କ ପ୍ରସଙ୍ଗ କୁ ନେଇ ସରକାର ଙ୍କୁ ଘେରିଲେ ବିରେଧୀ

(ଯୁଗାବ୍ଦ ନ୍ୟୁଜ୍)କୃଷି ପ୍ରସଙ୍ଗ କୁ ନେଇ ବିଧାନସଭାରେ ହୋ ହାଲ୍ଲା କରିଛନ୍ତି କଂଗ୍ରେସ ବିଧାୟକ । ଆଜି ଗୃହ ର ପ୍ରଶ୍ନ କାଳ ଆରମ୍ଭ ହେବା ମାତ୍ରେ କୃଷି ଓ କୃଷକ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପ୍ରତି ଗୃହ କାର୍ଯ୍ୟ ରେ ବାଧା ସୃଷ୍ଟି କରିବା ସହିତ ବାଚସ୍ପତି ଙଅକ ପୋଡିଓମ ଉପରକୁ ଉଠି ପ୍ରତିବାଦ କରିଥିଲେ । କୃଷକ ଙ୍କ ଉପରେ ଆଗତ ହୋଇଥିବା ମୁଲତବି ପ୍ରସ୍ତାବ ଉପରେ କାହିଁକି ଆଲୋଚନା କୁ ସରକାରୀ ଦଳ ଆସୁ ନାହାଁନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହା ହେବା ଦ୍ୱାରା ଗୃହ ଚାଲିବା ସମ୍ଭବପର ହୋଇନଥିଲା ଏବଂ ପ୍ରଶ୍ନ କାଳ ଚାଲିପାରିଲା ନାହିଁ । ତେବେ ଗୃହ କିଭଳି ଭାବୋ ସ୍ୱଭାବିକ ଭାବେ ଚାଲିବ ସେ ବିଷୟ ନେଇ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ