କେକ କାଟି ଡ୍ରାଇଭର ଦିବସ ପାଳନ
ମୋହନା, (ଅଂଶୁମାନ ପଣ୍ଡା):ମୋହନା ବ୍ଲକ ରେ ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ସେପ୍ଟେମ୍ବର 1କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରାଯାଉଛି ସେଇପରି ମୋହନା ଡ୍ରାଇଭର ସଂଘ କଣ୍ଟେଇକୋଳି ନିକଟରୁ ହାତର ଫଲିଙ୍ଗୀ କାଡ ଧରି ଟ୍ରାଫିକି ନ୍ୟାମ ମାନି ଗାଡି ଚଲାଇବା ପାଇଁ ସଚେତନତା କରି କଲେଜ ଛକ ପଯନ୍ତ ଯାଇ ବୋଲେର ଷ୍ଟାଣ୍ଡ ଠାରେ ପହଁଚି ଥିଲେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲ୍ଲାଇ ଙ୍କୁ ଉପଢାଙ୍କନ ଦେଇ ସ୍ୱାଗତ କରିଥିଲେ ପରେ କେକ କାଟି ପାଳନ କରିଛନ୍ତି ଡ୍ରାଇଭର ଦିବସ ଏହି କାର୍ଯ୍ୟକ୍ରମ କୁ ସଂଘ ରେ ସଭାପତି ବିଜୟୀ ବେହେରଦଳାଇ, ରତ୍ନା ବଳିଆରସିଂ, ସମ୍ପାଦକ ସୁଶାନ୍ତ ପୂଜାରୀ ପରିଚାଳନା କରିଥିଲେ ସେଇପରି ଚନ୍ଦ୍ରଗିରି ଶିବ ମନ୍ଦିର ଠାରେ ଡ୍ରାଇଭର ଭାଇ ମାନେ ମୁଖ୍ୟ ଅତିଥିଭାବେ ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଓ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ,ଗୌରୀ ଶଙ୍କର ପ୍ରଧାନୀ ଉପସ୍ଥିତ ରହି କେକ କାଟିଥିଲେ ଓ ଡ୍ରାଇଭର ଙ୍କୁ ଟ୍ରାଫିକ ନ୍ୟାମ ମାନି ଗାଡି ଚଳାଇବା ପାଇଁ କହିଥିଲେ


