କେନାଲରୁ ମୃତ ଦେହ ଉଦ୍ଧାର
ବେଲଗୁଣ୍ଠା ( ସନ୍ତୋଷ ବିଶୋୟୀ ): ଗାଙ୍ଗପୁର ଥାନା ଖଇରପୁଟି ଗ୍ରାମ ର ମୁନା ସ୍ୱାଇଁ ବୟସ 22ପିତା କଂଗ୍ରେସ ସ୍ୱାଇଁ ବୟସ 50କେନାଲ କୁ ଗାଧୋଇବା ସମୟରେ ପାଦ ଖସିଯିବାରୁ କେନାଲରେ ଅଧିକ ପାଣି ଥିବାରୁ କେହିନାଦଖିବା ପୂର୍ବରୁ ସେ ପାଣି ଭିତରେ ବୁଡି କି ରହିଯାଇଥିଲା ବହୁ ଖୋଜାଖୋଜି ପରେ ନମିଳିବାରୁ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିବା ଫଳରେ ଅଗ୍ନିଶମବାହିନୀ ଆସି ବହୁତ ଖୋଜିଲେ କିନ୍ତୁ ନପାଇ ଫେରିଗଲେ ଏବଂ ପରେ ଗ୍ରାମର କିଛି ଲୋକ ଖୋଜି ସନ୍ଧ୍ୟା 6.00 ଘଣ୍ଟା ସମୟରେ ଉକ୍ତ ମୁନାର ଶବକୁ ପାଇଲେ ।