କେନ୍ଦୁଆପଦା ବଜାରରେ ଅଗ୍ନିକାଣ୍ଡ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ତହସିଲ ଅଧିନ କେନ୍ଦୁଆପଦାସ୍ଥିତ ଆନନ୍ଦ ବଜାର ଛକରେ ବୁଧବାର ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ଗୃହ ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଏଥିରେ ନକୁଳ ରାଉତ, ନିଳମଣି ରାଉତ, ଗୋପାଳ ରାଉତ, ଗୋଲକ ରାଉତ ପ୍ରମୁଖଙ୍କ ଦୋକାନ ରହିଛି । ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ୍ ସଟସର୍କିଟ ଯୋଗୁଁ ଏହା ହୋଇଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ