କେନ୍ଦ୍ରକ୍ୟାବିନେଟ ର ବଡ ନିଷ୍ପତ୍ତି ଦୁର୍ଷ୍କମକାରୀ ଙ୍କୁ ମିଳିବ ଫାଶୀ
(ଯୁଗାବ୍ଦ ନ୍ୟୁଜ )ଦିନ କୁ ଦିନ ଦେଶରେ ବଢିଚାଲିଛି ଯୌନନିର୍ଯ୍ୟାତନା ଆଉ ଏହା ସହିତ ସରକାର ଙ୍କୁ ବେଶୀ ଚିନ୍ତା ରେ ପକାଇଛି ଶିଶୁ ମାନଙ୍କ ଉପରେ ହେଇଥିବା ଯୌନ ଉତପୀଡନ । କିପରି ଭାବେ ଶିଶୁମାନଙ୍କ ଉପରେ ହେଉଥିବା ମାନସିକ ନିର୍ଯ୍ୟାତନା କମ କରାଯାଇ ପାରିବା ସେ ନେଇ ଚିନ୍ତା ରେ ଥିବା କେନ୍ଦ୍ରସରକାର ଗତ କାଲି କ୍ୟାବିନେଟ ବୈଠକରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।ଶିଶୁଙ୍କ ବିରୋଧରେ ଘଟୁଥିବା ଯୌନ ଅପରାଧ ଘଟଣା ସୁରକ୍ଷା ସଂକ୍ରାନ୍ତ (ପୋକସୋ )ଆଇନ ୨୦୧୨ ରୁ ସଂଶୋଧନ କରିଛନ୍ତି କେନ୍ଦ୍ର କ୍ୟାବିନେଟ ।