କେନ୍ଦ୍ରାପଡା ଜିଲ୍ଲା ର ସୂଚନା ଅଧିକାର କର୍ମୀ ରଞ୍ଜନ ଦାଶ ହତ୍ୟା ଘଟଣାରେ ସିବିଆଇ ତଦନ୍ତ

କଳାହାଣ୍ଡି,(ୱାଇଏନ୍ଏସ୍): ବିଧାୟକ ଅତନୁ ସବ୍ୟସଚୀ ନାୟକଙ୍କୁ ଦଳରୁ ବହିଷ୍କାର, କେନ୍ଦ୍ରାପଡା ଏସପି ନିତି ଶେଖରଙ୍କୁ ଚାକିରୀରୁ ବିଦା କରିବା ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ ର କଳାହାଣ୍ଡି ଶାଖା ତରଫରୁ ବିନ୍ଦୁ ମହାନନ୍ଦ ତେତୃତ୍ବରେ ଭବାନିପାଟଣା ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋବ ରେ ସୂଚନା ଅଧିକାର କର୍ମୀ , ନରୋତ୍ତମ ତାଣ୍ଡି ,ରାଏଚନ ଅଘ୍ରିଆ ,ଟୁକୁ ଚଳାନ,ପ୍ରବୀର ତାଣ୍ଡି ,ସୋନୁ ଛତ୍ରିଆ,ବାବୁଲି ତାଣ୍ଡି ,ନିରାକାର ନିଆଲ, ହରିଶ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ. ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ