କେନ୍ଦ୍ରୀୟ ବିଦ୍ୟାଳୟ ଯାଜପୁରରେ ବନୋମହୋତ୍ସବ ପାଳିତ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ଜିଲ୍ଲାରେ ଅବସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବନୋ ମହୋତ୍ସବ ପାଳିତ ହୋଇଯାଇଛି । ଏହି ମହୋସ୍ରବରେ ବିଦ୍ୟାଳୟର ଅଧ୍ୟକ୍ଷକ ମଲଜିତ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ।ଉଦବୋଧନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ କହିଥିଲେ ବୃକ୍ଷସହ ଆମରଜୀବନ ଜଡ଼ିତ, ବୃକ୍ଷବଂଚିଲେ ଆମେବଂଚିବା ତେଣୁ ଆମେ ସମସ୍ତେ ମିଳିମିଶି ବୃକ୍ଷରୋପଣ କରିବା ଉଚିତ୍ । ଏହ ିବନୋମହୋତ୍ସବରେ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରାବୃକ୍ଷରୋପଣକରାଯାଇଥିଲା । ବିଦ୍ୟାଳୟର ସ୍କାଉଟ ଓ ବ୍ରଜସୁନ୍ଦର ପ୍ରଧାନ, ଆକାଶସିହ୍ନା, ଗୋବିନ୍ଦଚନ୍ଦ୍ରଘଡ଼ାଇ, ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳିସ୍ୱାଇଁ, ଶ୍ରୀମତି ମୋନାଲିସା ବେହେରା ଓ ସାଦିଆଇଫାତ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ