କେରଳରେ ଏନଆଇଏ ଚଢାଉ : ୩ ଗିରଫ
କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ସହ ସଂପୃକ୍ତି ଥିବା ଅନୁମାନ କରି କେରଳ ପୋଲିସ ଆଜି ୩ ଜଣ ସନ୍ଦିଗ୍ଧ କୁ ଅଟକ ରଖି ପଚରାଉଚାରା ଜାରୀ ରଖିଛି । ଜାତୀୟ ତଦନ୍ତ କାରୀ ସଂସ୍ଥା ତଥା ( ଏନଆଇଏ ) କେରଳର ବିଭିନ୍ନ ସ୍ତାନରେ ଚଢାଇଜାରୀ ରଖିଛି । ଅପ୍ରିଲ ୨୧ ରେ ଶ୍ରୀଲଙ୍କା ଆକ୍ରମଣରେ ସେମାନଙ୍କ ସଂପୃକ୍ତି ଥାଇପାରେ ବୋଲି ତଦନ୍ତ କାରୀ ସଂସ୍ଥା ଅନୁମାନ କରୁଛି । ଜାତୀୟ ତଦନ୍ତକାରୀ ସଂସ୍ଥା କାସରାଗଡା ଓ ପାଲକ୍କାଡ ୩ ଜଣ ସନ୍ଧିଗ୍ଧ କୁ ଅଟକ ରଖି ତଦନ୍ତଜାରୀ ରଖିଛି । ସେମାନଙ୍କ ଘରେ ଚଢାଉ କରି ବିପୁଳଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରିଛି ଏନଆଇଏ । ଏହି ତିନି ଜଣ ଲୋକମାନଙ୍କ ସହିତ ସଂପୃକ୍ତିଥିଲେ ବୋଲି ଜଣାପଡିଛି ।