କେଶବ ଧ୍ରୁତ, ମୀନ ଶରୀର, ଜୟ ଜଗଦୀଶ ହରେ ।।

ଓଁ ଜୟ ଜଗଦୀଶ ହରେ
କେଶବ ଧୃତ ଦଶବିଧ ରୂପ
ଜୟ ଜଗଦୀଶ ହରେ ।।
ସେଦିନ କଂସ ଏବଂ ତା’ର କେଇଜଣ ଦୁଷ୍ଟ ସମର୍ଥକଙ୍କୁ ନାଶ କରିବାପାଇଁ ପୃଥିବୀ କୃଷ୍ଣଙ୍କୁ ସ୍ୱାଗତ କରିଥିଲା । ଆଜି ସେ କୃଷ୍ଣ ନାହାଁନ୍ତି ଅଥଚ ସହସ୍ର ସହସ୍ର କଂସଙ୍କ ଦୌରାତ୍ମ୍ୟ ଏଠି ଜୀବନକୁ ଦୁର୍ବିସହ କରିଦେଉଛି । ସେମାନଙ୍କର ନିଧନ ପାଇଁ ଆମେ ଆଜି ସେହି କୃଷ୍ଣଙ୍କର ଭିନ୍ନ ଏକ ଅବତାରପାଇଁ ଅପେକ୍ଷା କରିଛୁ ଏବଂ ସ୍ୱାଗତ କରି ତାଙ୍କ ଜନ୍ମଦିନ ପାଳନ କରୁଛୁ ।
ଓଁ ଜୟ ଜଗଦୀଶ ହରେ ।……..

ଅଧ୍ୟକ୍ଷ,ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ