କୋଣାର୍କକୁ ମିଳିବ ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

ଭୁବନେଶ୍ବର : ବିଶ୍ଵ ଐତିହ୍ୟ ଭାବେ ପରିଚିତ ଓଡିଶାର କୋଣାର୍କ ମନ୍ଦିରକୁ ଯଥାଶୀଘ୍ର ଦେଶର ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବ। ଏହାକୁ ଏକ ସ୍ଵତନ୍ତ୍ର ଉତ୍ସବରେ ନିକଟ ଭବିଷ୍ୟତରେ ଘୋଷଣା କରାଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି। ଚନ୍ଦ୍ରଭାଗା ବେଳାଭୂମିରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ଜାତୀୟ ପର୍ଯ୍ୟଟନ ସମ୍ମିଳନୀକୁ ଉଦ୍‌ଯାପନ କରି ଶ୍ରୀ ପଟେଲ ଏହା କହିଛନ୍ତି। ପୂର୍ବରୁ ଦେଶର ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ଘୋଷଣା ବେଳେ କୋଣାର୍କ ବାଦ ପଡିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ