କେ.ରାଣୀପଡା ସମବାୟ ସମିତିର ସଭାପତି ହେଲେ ପଦ୍ମଚରଣ

କୋଦଳା,  (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ କେ.ରାଣୀପଡା ସେବା ସମବାୟ ସମିତିରେ ଦୁଇ ଦୁଇ ଥର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ପଦ୍ମଚରଣ । ଚଳିତ ବର୍ଷ ବୁଧବାର ଦିନ ନୋମିନେସନ ଫାଇଲ ହୋଇଥିବା ବେଳେ ସେ ହିଁ ଏକମାତ୍ର ଜଣେ ପାର୍ଥି ନୋମିନେସନ ଫାଇଲ କରିଥିଲେ । ଯଦ୍ଦ୍ୱାରା ସେ ହିଁ ସଭାପତି ହୋଇଛନ୍ତି । ସେ ଜଣେ ମେଳାପୀ, ମିଷ୍ଠଭାଷୀ ସ୍ଵଭାଵ ର ମଣିଷ ଅଟନ୍ତି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଭଳି ସମବାୟ ସମିତି ରେ ଚାଷୀମାନେ ସୁରୁଖୁରୁରେ କାମ କରିବେ ସେ ଉପରେ ସେ ଧ୍ୟାନ ଦେବେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ