କୋଇଲା ଖାଦାନରେ ଅଘଟଣ,୧ ମୃତ

ଯୁଗାବ୍ଦ ନ୍ୟୁଜ- ତାଳଚେରା ଏମିସିଏଲ ଭରତପୁର କୋଇଲା ଖଣି ରେ ଅଘଟଣ ଘଟିଛି ।ମଙ୍ଗଳବାର ଦିନ କୋଇଲା ବ୍ଲାଷ୍ଟିଙ୍ଗ ବେଳେ ମାଟି ଧସିଯାଇଥିଲା ଫଳରେ ମାଟି ତଳେ ଅନେକ ଶ୍ରମିକ ପୋତି ହୋଇଯାଇଥିଲେ । ବୁଧୁବାର ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୯ଜଣ ଗୁରୁତର କୁ ସେଣ୍ଟ୍ରାଲ ମେଡିକାଲ ରେ ଭର୍ତ୍ତୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ