କୋଇଲା ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ
ବାଲେଶ୍ୱର ଜିଲ୍ଲାସ୍ଥିତ ସୋର ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଉଦ୍ୟମ ଜାରୀ ରଖିଛି । ବାଲେଶ୍ୱର ଦେଇ ଯାତ୍ରା କରୁଥିବା ଯାତାୟତ ବାଧାପ୍ରାପ୍ତ ସୃଷ୍ଟି ହୋଇଛି । ଖବର ଅନୁଯାୟୀ କୋଇଲା ବେୋଝୋଇ ମାଲବାହୀ ଟ୍ରେନଟି ପାରାଦ୍ୱୀପ ରୁ ହଳଦିଆ ଯାଉଥିଲା ।କୈାଣସ ି କାରଣରୁ ଟ୍ରେନରେ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।