‘କୋକା କୋଲା ତୁ’ ଗୀତରେ ନିୟା
ମୁମ୍ବାଇ : ପୁଣି ଚର୍ଚ୍ଚାରୁ ଆସିଛନ୍ତି ଏସିଆର ସେକ୍ସିଏଷ୍ଟ ଓମ୍ୟାନ୍ ତଥା ଟିଭି ଅଭିନେତ୍ରୀ ନିୟା ଶର୍ମା । ନିଆଙ୍କ ପରିଧାନ ଶୈଳୀ ଖୁବ ନିଆରା। ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ସେକ୍ସି ମହିଳା ବୋଲି କୁହାଯାଏ। ନିକଟରେ ନିୟାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଛାଇଯାଇଛି। ଭିଡିଓଟି ଭାଇରାଲ ହେବା ସହ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଦେଇଛି। ଏହି ଭିଡିଓରେ ନିଆ ‘କୋକା କୋଲା ତୁ’ ଗୀତରେ ସେକ୍ସି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।


