କୋଠରୀ ରୁ ନବ ବିବାହିତା ମହିଳା ଙ୍କ ଝୁଲନ୍ତା ଶବ ଉଦ୍ଧାର

କଳାହାଣ୍ଡି,(ଓ୍ବାଇଏନ୍ଏସ୍): କୋଠରୀ ରୁ ନବ ବିବାହିତା ମହିଳା ଙ୍କ ଝୁଲନ୍ତା ଶବ ଉଦ୍ଧାର। ଦ୍ବିତୀୟ ସ୍ତ୍ରୀ ଭାବେ ୫ ମାସ ତଳେ ପ୍ରେମ ବିବାହ କରିଥିଲେ। ଭବାନୀପାଟଣା ସଦର ଥାନା ଷ୍ଟେଚୁ ପଡା ଭଡ଼ା ଘରୁ ଶବ ଉଦ୍ଧାର। ମୃତକ କୈଶଲ୍ୟା ବେହେରା । ମୃତକ ଙ୍କ ସ୍ବାମୀ ଅଶୋକ ବେହେରା ଆତ୍ମହତ୍ୟା ବୋଲି ସୁଚନା ଦେଉଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ମୃତକ ପାରଳାଖେମୁଣ୍ଡି ର ଏଣୁ ତାଙ୍କ ପରିବାର କୁ ଅପେକ୍ଷା କରାଯାଇଛି। ଅନ୍ୟ ପକ୍ଷରେ ମୃତକ ପରିବାର ମୃତକ ଆଜି ସକାଳୁ କଥା ହୋଇଥିବା ପୋଲିସ କୁ ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ