କୋଣ।ର୍କ ସୂଯ୍ୟ ମନ୍ଦିର ପରିଦର୍ଶନ କଲେ ଗୁଜୁର।ଟର ପର୍ଯ୍ୟଟନ ମନ୍ତ୍ରୀ

କୋଣ।ର୍କ(ଗଣେଶ ଚନ୍ଦ୍ର ବେହେର।) କୋଣ।ର୍କ ସୂର୍ଯ୍ୟ ମନ୍ଦିର ପ୍ରଦର୍ଶନ କଲେ ଗୁଜୁର।ଟ ପର୍ଯ୍ୟଟନ ମନ୍ତ୍ରୀ ଓ ର।ଜ୍ୟରୁ ଆସିଥିବ। ଚ।ଳିସି ସଚିବ ।  ଓଡିଶ।ର ପର୍ଯ୍ୟଟନ କ୍ଷତ୍ରର ଆହୁରି ବିକ।ଶ ହେଲେ ନିଜୁକ୍ତି ମିଳିବ। ସହ ବେକ।ରି ହଟିହ ଏବଂ ବିଭିନ୍ନ ବର୍ଗର ଲୋକେମ।ନେ ରୋଜଗ।ରକ୍ଷ୍ୟମ ହେବେ ଏବଂ ଗୁଜୁର।ଟ  ଉସ୍ଚବ ଭଳି ଓଡିଶ।ରେ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଛି କୋଣ।ର୍କ ମେର।ଇନ ଡ୍ର।ଇଭ ଇକୋ ରିଟ୍ରିଟ ଫେଷ୍ଟିଭ।ଲ ଲ ବିଶ୍ଵରେ ଏକ ଭଲ ପରିଚୟ ସୂଷ୍ଟି କରିବ । ସହିତ ଦେଶ ବିଦେଶ ର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପ।ରୁଛି । ଏହ। ସହ କୋଣ।ର୍କ ମନ୍ଦିର ଅଧିକ ବିକ।ଶ ପ।ଇଁ ଆଲୋଚନ। କର।ଯିବ ବୋଲି ଗୁଜୁର।ଟ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଏହ। ସହ ୨୮ ର।ଜ୍ୟର ସହିତ  ୯ କେନ୍ଦ୍ର ଶ।ସିତ ଅଞ୍ଚଳର ପର୍ଯ୍ୟଟନ ସଚିବ ମଧ୍ୟ ବୁଲିବ। ସହ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ବିକ।ଶ ପ।ଇଁ ପର୍ଯ୍ୟଟନ ଜ।ତୀୟ ସମିଳନୀ ଆଲୋଚନ। କର।ଯିବ ବୋଲି ସୂଚନ। ମିଳିଛି । ନିଜ ନିଜ ର।ଜ୍ୟର ପର୍ଯ୍ୟଟନ ସ୍ତଳୀ ବିକ।ଶ ପ।ଇଁ ପରସ୍ପର ର।ଜ୍ୟର ସଚିବ ମ।ନେ ଆଲେଚନ। କରିବ। ସହ ନିଜର ମତ।ମତ ରଖିବେ, ଏବଂ ଏହି ସମିଳନୀ ଦ୍ୱର। ଆଗ।ମୀ ଦିନରେ ଭ।ରତର ସମସ୍ତ ପର୍ଯ୍ୟଟନ ସ୍ତଳୀ ର ବିକ।ଶ ହେବ। ସହ ବିଦେଶରୁ ଅଧିକରୁ ଅଧିକ ପର୍ଯ୍ୟଟକ ଭ।ରତକୁ ଆସିବେ ବୋଲି ଜ।ତୀୟ ପର୍ଯ୍ୟଟନ ସମିଳନୀ କୁ ଉଦଘ।ଟନ କରି ର।ଜ୍ୟପ।ଳ ଗଣେସି ଲ।ଲ କହିଛନ୍ତି, ଏହି ଉଦଘ।ଟନ ଦିବସରେ ଗୁଜୁର।ଟ ପର୍ଯ୍ୟଟନ ମନ୍ତ୍ରୀ ଭ।ସନ ଭ।ଇ ଅହୀର, ଓଡ଼ିଶ।ର ପର୍ଯ୍ୟଟନ ମନ୍ତ୍ରୀ ଜୋତି ପ୍ରକ।ଶ ପ।ଣିଗ୍ର।ହୀ,ଓଟିଡିସି ଅଧକ୍ଷ। ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶ।ଳ ଦେବ ଏବଂ ବିଭିନ୍ନ ର।ଜ୍ୟରୁ ଆସିଥିବ। ଚ।ଳିସି ଜଣ ପର୍ଯ୍ୟଟନ ସଚିବ ଯୋଗ ଦେଇଥିଲେ ଝ ଆସନ୍ତ। କ।ଲି କେନ୍ଦ୍ର ପର୍ଯ୍ୟଟନ ମନ୍ତୀ ପ୍ରହର।ଜ ସିଂ ପଟେଲ ଙ୍କ ସହ ର।ଜ୍ୟର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବଙ୍କ ଦିନ ଏଗ।ର ଟ।ରୁ ପ୍ର।ୟ ସଂନ୍ଧ୍ୟ। ପର୍ଯ୍ୟନ୍ତ ଏହି ସମିଳନୀ କୋଣ।ର୍କ ଇକୋ ରିଟ୍ରିଟରେ ଅନୁଷ୍ଠିତ ହେବ ବୋଲି ପର୍ଯ୍ୟଟନ ସଚିବ ଉଦ୍ଘ।ଟନି ଦିବସରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ