କୋଣାର୍କ ଏକ୍ସପ୍ରେସ ରେ ବୋମା ଆତଙ୍କ

ସିକନ୍ଦରାବାଦ, (ଓ୍ବାଇଏନ୍ଏସ୍) :-ଭୁବନେଶ୍ୱର ରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ ରେ ବୋମା ଥିବାର ଏକ ସୂଚନା ମିଳିବାରୁ ଟ୍ରେନ ଟିକୁ ସିକନ୍ଦରାବାଦ ର (ଚର୍ଲପଲ୍ଲୀ) ଷ୍ଟେସନ ଠାରେ ଅଟକା ଯାଇ ସମସ୍ତ ଯାତ୍ରୀ ଗାଡିରୁ ବାହାରକୁ ଅଣାଯିବ ପରେ ସ ପୁରା ଟ୍ରେନ ଟିକୁ ତନ୍ନତନ୍ନ କରି ତନଖି କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ