କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ ବଦଳିଲା ସକାଳ ୬ରୁ ସଂଧ୍ୟା ୭ ଖୋଲା

ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପୁରୀ ଜିଲ୍ଲା ର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ ଆଜି ଠାରୁ ବଦଳିଛି। ଯାତ୍ରୀ ପର୍ଯ୍ୟଟକ ମାନଙ୍କ ପାଇଁ ମାର୍ଚ୍ଚ ୧ତାରିଖ (ଆଜି) ଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ସକାଳ ୬ଟା ରୁ ସଂଧ୍ୟା୭ଟା ପର୍ଯ୍ୟନ୍ତ ଖୋଲାରହିବ। ଏହି ସମୟ ସାରଣୀ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଏଏସଆଇ ବିଭାଗ ସୂଚନା ଦେଇଛି। ମନ୍ଦିର ଭିତରେ ଚାଲୁଥିବା ଲାଇଟ ଆଣ୍ଡ ସାଉଣ୍ଡ ସୋ ସଂଧ୍ୟା ୭.୩୦ରୁ ଚାଲିବ। ପୂର୍ବରୁ ମନ୍ଦିର ସଂଧ୍ୟା ୬ଟା ରେ ବନ୍ଦ ହେଉଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ