କୋଦଳା ବସ୍ ଷ୍ଟାଣ୍ଡରେ ନୂତନ କାଯ୍ୟଳୟ ଉଦଘାଟିତ

କୋଦଳା,(ବାପୁନି କୁମାର ମାଲୁ): କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବସଷ୍ଟାଣ୍ଡ ଠାରେ ମା କନକେଶ୍ବରୀ ଘରୋଇ ବସ୍ ମାଲିକ ସଙ୍ଘ ତରଫରୁ ଏକ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି, ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମନ୍ତ୍ରୀ ଶ୍ରୀ ଗୋକୁଳାନଦ ମଲ୍ଲିକ, ସନମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇଥିଲେ, ମା କନକେଶ୍ବରୀ ବସ୍ ମାଲିକ ସଂଘର କୋଦଳା ସଭାପତି ଶ୍ରୀ ଚିତ୍ରସେନ ପରିଡା ଯୋଗଦେଇଥିଲେ. ଏହି କାର୍ଯ୍ୟକ୍ରମରେ କୋଦଳା ଅନ୍ୟ ମାନଙ୍କ ମଧ୍ୟରେ ଏନଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବରିଷ୍ଟ ବିଜେପି ଯୁବନେତା ସୀତାରାମ ପାଣିଗ୍ରାହୀ. ଗୋପାଳ ସାହୁ ପ୍ରମୁଖଙ୍କ ସମସ୍ତେ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମ ପରିଚାଳନା ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ