କୋଦଳା ମା ବାଘୁଆ ଠାକୁରାଣୀ ପୀଠରେ ବନ୍ଧୁ ମିଳନ
କୋଦଳା (ଗୁଲସନ କୁମାର କର): ଗଞ୍ଜାମ ଜିଲ୍ଲା କୋଦଳା ମା ବାଘୁଆ ଠାକୁରାଣୀ ଙ୍କ ପୀଠରେ ଆଜି ଜିଲ୍ଲା ପ୍ରତିନିଧି ଅନିଳ କୁମାର ପାଢ଼ୀ ଙ୍କ ଆଦେଶ କ୍ରମେ ସାମ୍ବାଦିକ ଭଗବାନ ପାଢ଼ୀ ଙ୍କ ନେତୃତ୍ୱରେ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ଛତ୍ରପୁର ସବଡ଼ିଭିଜେନ ରିପୋର୍ଟର ବସନ୍ତ କୁମାର ପଟ୍ଟନାୟକ, ହିଁଜିଳି ପ୍ରତିନିଧି ସିମାଞ୍ଚଳ ନାହାକ, ଖଲିକୋଟ ପ୍ରତିନିଧି ସୁନୀଲ କୁମାର ମହାପାତ୍ର, ଆସ୍କା ପ୍ରତିନିଧିନରସିହଁ ଅଚାରୀ,ସୋରଡ଼ା ପ୍ରତିନିଧି ସୂର୍ଯ୍ୟନାରାୟ ପାଣିଗ୍ରାହୀ, ପାତ୍ରପୁର ପ୍ରତିନିଧି ଏ ଜୟ ପ୍ରକାଶ, ଛତ୍ରପୁର ପ୍ରତିନିଧି କେ ରମେଶ, କୁକୁଡାଖଣ୍ଡି ପ୍ରତିନିଧି ଆର ନାଗେଶ, ଏବଂ କୋଦଳା ସାମ୍ବାଦିକ ସଙ୍ଘ ର ସାମ୍ବାଦିକ ଉମା ମହାରଣା, ଟୁନା ପାଢ଼ୀ, ରେକେଶ ମହାରଣା, ତୁଷାର ରଞ୍ଜନ ରୟ, ବିକାଶ ଦାଶ, ଗୁଲସନ କର ପ୍ରମୁଖ ସହଯୋଗ କରିଥିଲେ ଏଇ ବୈଠକରେ କୋଦଳା ର ପୃର୍ବତନ ପ୍ରତିନିଧି ଦିବାକର ପାଣ୍ଡୀ ଅସୁସ୍ଥତା ମୂର୍ତ ବରଣ କେରିଥିଲେ ଏବଂ କୁକୁଡ଼ା ଖଣ୍ଡି ବ୍ଲକ ପ୍ରତିନିଧି ଗୋବିନ୍ଦ ବେହେରା କୋଭିଡି ରେ ମୂର୍ତ ବରଣ କରିଥିଲେ ସେଇମାନଙ୍କ ଉଦେଶ୍ୟ ରେ ନିରବପାର୍ଥନା କରିସାରିବା ପରେ ବିଭିନ୍ନ ଖବର କିଭଳି ନିରପେକ୍ଷ୍ୟ ଭାବରେ ପ୍ରସାରଣ ଓ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କୁ ମାଡ଼ ହୋଉଥିବା କୁ ନିନ୍ଦା କରି କିଭଳି ସାମ୍ବାଦିକ ସୁରକ୍ଷା ହେବ ସେଇ ଉପରେ ଆଲୋକ ପାତ କରାଯାଇଥିଲା ଏବଂ କୋଭିଡି ରେ ମୂର୍ତବରଣ କରିଥିବା ଗୋବିନ୍ଦ ବେହେରା ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରିବାନିମନ୍ତେ ଆଲୋଚନା କରାଯାଇଥିଲା ଶେଷରେ କୋଦଳା ସାମ୍ବାଦିକ ସଙ୍ଘ ର ସଭାପତି ଭଗବାନ ପାଢ଼ୀ ଧନ୍ୟବାଦ ଆର୍ପଣ କରିଥିଲେ।