କୋଦଳା ରେ ଓଷାକୋଠି ଯାତ୍ରା ଆରମ୍ଭ

କୋଦଳା: କଥାରେ ଅଛି ବାର ମାସରେ ତେର ପର୍ଵ ।ସେହିଭଳି ଗୋଚିଏ ପର୍ଵ ହେଉଛି ଓଷାକୋଠି ବା କୋଠିଶାଳ ପୂଜା ଏକ ନିଆରା ପରମ୍ପରା।ମଙ୍ଗଳବାରଠୁ ଓଷାକୋଠି ଯାତ୍ରା ଗୌଡ଼ ସାହି,ବାଇଗଣିଆ ସାହି, ଗୋଲା ସାହି ଓ ଅନ୍ୟ ସାହି ମାନଙ୍କରେ ଆରମ୍ଭ ହୋଇଯାଇଛି। ନିଜ ନିଜ ସାହିର କୋଠଘରେ ଲୋକେ ଏକତ୍ରିତ ହୋଇ ମାଙ୍କ ଚିତ୍ର ଆଙ୍କିବା ସହ ଫୁଲ ଚନ୍ଦନ ସହ ଆଜ୍ଞାମାଳ ଦେଇ ମଙ୍ଗଳାଙ୍କ ସ୍ଥାନରେ ଗୁଆ ସ୍ଥାପନ କରିଥିଲେ। ଏହିପରି ପ୍ରତିଦିନ ସକାଳେ ସନ୍ଧ୍ୟାରେ ଛାଡ଼ଖାଇ ଯାଏଁ ପୂଜାର୍ଚ୍ଚନା ଚାଲିବ ବୋଲି କୋଠିଶାଳର ମୁଖ୍ୟ ପୂଜାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ